STORYMIRROR

କଟକଣା ମାନି ଚଳିବା ସାବୁନ ରେ ହାତ ନିତି ଧୋଇବା ଘର କାରାଗାର ନୁହେଁ ଘରେ ରହିବା ସୁସ୍ଥ ରହିବା। ହାତ ମୁହଁ ସଫା ରଖିବା ବାହାରକୁ ଗଲେ ମାସ୍କ ପିନ୍ଧିବା କାମ ନଥିଲେ ଘରେ ରହିବା ସ୍ବଛ ରହିବା ଭେଦଭାବ ରଖିବାନି ମନ୍ଦ କାମ କରିବାନି ଗୋଷ୍ଠୀ ସଙ୍କ୍ରମଣ ଭୟ ନିଶ୍ଵାସ କୁ ବି ବିଶ୍ୱାସ ନାହିଁ ସତର୍କ ରହିବା ଜରୁରୀ ହସ ଯଦି ଚେନାଏ

Oriya କାମ ନାହିଁ ଯଦି ଘରେ ରହିବା Poems